କାଇଲ ବ୍ରାଜେଲ କ୍ରିକେଟ୍ ଖେଳନ୍ତି।
ଦକ୍ଷିଣ ଅଷ୍ଟ୍ରେଲିଆର ଦ୍ବିତୀୟ ଦଳ ପାଇଁ ସେ ଗୋଟିଏ ମ୍ୟାଚ୍ ରେ ଅନେକ ରନ୍ କରିଥିଲେ।
କିଛି ଫୁଟବଲ ଦଳ ଚାହୁଁଛନ୍ତି ଯେ ସେ ସେମାନଙ୍କ ପାଇଁ ଖେଳନ୍ତୁ।
କାଇଲ୍ କ୍ରିକେଟ୍ କୁ ପସନ୍ଦ କରନ୍ତି କିନ୍ତୁ ଯଦି ସେ କ୍ରିକେଟ୍ ଖେଳି ପାରିବେ ନାହିଁ ତେବେ ଫୁଟ୍ ବଲ୍ ବିଷୟରେ ଚିନ୍ତା କରିବେ।